or_tn/mrk/13/13.md

2.2 KiB
Raw Permalink Blame History

You will be hated by everyone

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ସମସ୍ତଙ୍କ ଦ୍ବାରା ଘୃଣିତ ହେବ“ (ଦେଖ: rc://*/ta/man/translate/figs-activepassive)

because of my name

ଯୀଶୁ ଆପଣାକୁ ସୁଚିତ କରିବା ନିମନ୍ତେ “ମୋ ନାମ” ଲକ୍ଷଣ ସୁଚକ ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ତୁମ୍ଭେମାନେ ମୋତେ ବିଶ୍ବାସ କରୁଅଛ” (ଦେଖ: rc://*/ta/man/translate/figs-metonymy)

whoever endures to the end, that person will be saved

ଏହାକୁ ହୁଏତ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ଈଶ୍ବର ସେହି ବ୍ୟକ୍ତିକୁ ଉଦ୍ଧାର କରିବେ” କିମ୍ବା “ଈଶ୍ବର ସେହି ବ୍ୟକ୍ତିକୁ ଉଦ୍ଧାର କରିବେ ଯେ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ଧରି ରହିବ” (ଦେଖ: rc://*/ta/man/translate/figs-activepassive)

whoever endures to the end

ଏଠାରେ “ଧୈର୍ଯ୍ୟ” ଯେ ଦୁଖଭୋଗ ସତ୍ତ୍ବେ ଈଶ୍ବରଙ୍କ ନିକଟରେ ବିଶ୍ବସ୍ତ ରହେ ତାହାକୁ ଉପସ୍ଥାପନ କରେ I ଅନ୍ୟଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଇଶ୍ବରଙ୍କଠାରେ ଦୁଖଭୋଗ ଓ ବିଶ୍ବସ୍ତ ରହିବ” (ଦେଖ: rc://*/ta/man/translate/figs-explicit)

to the end

ସାମ୍ଭାବିତ ଅର୍ଥଗୁଡିକ ୧) “ତାହାର ଜୀବନର ଶେଷ ପର୍ଯ୍ୟନ୍ତ” କିମ୍ବା ) “ଦୁଖଭୋଗର ଶେଷ ସମୟ ପର୍ଯ୍ୟନ୍ତ”