or_tn/mrk/13/11.md

712 B

hand you over

ଏଠାରେ ଏହାର ଅର୍ଥ ଲୋକମାନେ ଘେନିଯାଇ ଅଧିକାରୀଙ୍କୁ ସମର୍ପଣ କରିବେ I ଅନ୍ୟଏକ ଅନୁବାଦରେ: “ଅଧିକାରୀଙ୍କ ନିକଟରେ ସମର୍ପଣ କରିବେ” (ଦେଖ: rc://*/ta/man/translate/figs-idiom)

but the Holy Spirit

“ତୁମେ କହିବ” ଶବ୍ଦ ପୁର୍ବ ବାକ୍ୟରୁ ବୁଝା ପଡୁଛି I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟଦେଇ ପବିତ୍ରଆତ୍ମା କହିବେ” (ଦେଖ: rc://*/ta/man/translate/figs-ellipsis)