or_tn/mrk/13/10.md

597 B

But the gospel must first be proclaimed to all the nations

ଯୁଗାନ୍ତ ଶେଷ ହେବା ପୁର୍ବରୁ ଏହି ବିଷୟଗୁଡିକ ନିଶ୍ଚିତ ଘଟିବା ବିଷୟରେ ଯୀଶୁ କହୁଛନ୍ତି I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ସମସ୍ତ ଦେଶରେ (ଜାତି) ସୁସମାଚାର ଅବଶ୍ୟ ପ୍ରଥମେ ଘୋଷଣା କରାଯିବ” (ଦେଖ: rc://*/ta/man/translate/figs-explicit)