or_tn/mrk/13/02.md

1.5 KiB

Do you see these great buildings? Not one stone

ଏହି ପ୍ରଶ୍ନ ପ୍ରସାଦ ଆଡକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏସମସ୍ତ ବୃହତ ପ୍ରାସାଦକୁ ଦେଖ ! ଗୋଟିଏ ପ୍ରସ୍ତର ରହିବ ନାହିଁ” କିମ୍ବା “ବର୍ତ୍ତମାନ ତୁମେ ଏହି ବୃହତ ପ୍ରାସାଦକୁ ଦେଖୁଅଛ, କିନ୍ତୁ ଗୋଟିଏ ପ୍ରସ୍ତର ନଥିବ” (ଦେଖ: rc://*/ta/man/translate/figs-rquestion)

Not one stone will be left on another which will not be torn down

ଏହାର ଅର୍ଥ ଯେ ଶତ୍ରୁ ସୈନିକମାନେ ଏହି ପ୍ରସ୍ତରଗୁଡିକୁ ଭୁମିସାତ କରିବ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, କାରଣ ଶତ୍ରୁ ସୈନିକମାନେ ଆସିବେ ଓ ସମସ୍ତ ପ୍ରାସାଦଗୁଡିକୁ ଭୁମିସାତ କରିବେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])