or_tn/mrk/13/01.md

917 B

General Information:

ସେମାନେ ମନ୍ଦିରରୁ ପ୍ରସ୍ଥାନ କରିବା ସମୟରେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ ଭବିଷ୍ୟତରେ କଣ ସବୁ ଆଶ୍ଚର୍ଯ୍ୟ ବିଷୟ ସବୁ ମନ୍ଦିରରେ ଘଟିବ ଯାହା ମହାନ ହେରୋଦ ନିର୍ମାଣ କରିଛନ୍ତି I

the wonderful stones and wonderful buildings

“ପ୍ରସ୍ତର” ଯେଉଁ ପ୍ରସ୍ତର ଉପରେ ପ୍ରସାଦ ତିଆରି ହୋଇଥିବା ବୁଝାଏ I ଅନ୍ୟଏକ ଅନୁବାଦରେ: “ ବୃହତ ପ୍ରସାଦଗୁଡିକ ଓ ବୃହତ ପ୍ରସ୍ତରରେ ସେମାନେ ଏହାକୁ ନିର୍ମାଣ କରିଛନ୍ତି” (ଦେଖ: rc://*/ta/man/translate/figs-explicit)