or_tn/mrk/12/40.md

16 lines
2.0 KiB
Markdown

# They also devour widows' houses
ଏଠାରେ ଯୀଶୁ ଶାସ୍ତ୍ରୀମାନଙ୍କୁ ବିଧବାମାନଙ୍କ ଗୃହ ସବୁ ଗ୍ରାସ କରନ୍ତି ଓ ସେମାନେ ଛଳନା କରି “ଗ୍ରାସ” କରିବା ବିଷୟରେ ବର୍ଣନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ମଧ୍ୟ ବିଧବାମାନଙ୍କ ଗୃହ ସେମାନଙ୍କଠାରୁ ହରଣ କରନ୍ତି“ (ଦେଖ: [[rc://*/ta/man/translate/figs-metaphor]])
# widows' houses
“ବିଧବା” ଓ “ଗୃହ” ବାକ୍ୟଗୁଡିକ ଅସହାୟ ଲୋକମାନଙ୍କ ନିମନ୍ତେ ଓ କ୍ରମଶଃ ସମସ୍ତ ଲୋକମାନଙ୍କର ଅଧିକାରକୁ ବ୍ୟକ୍ତ କରେ I ଅନ୍ୟଏକ ଅନୁବାଦରେ: “ଅସହାୟଙ୍କ ସମସ୍ତ କିଛି” (ଦେଖ: [[rc://*/ta/man/translate/figs-synecdoche]])
# These men will receive greater condemnation
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଗୁରୁତର ଦଣ୍ଡ ଦେବେ” କିମ୍ବା “ଈଶ୍ବର ସେମାନଙ୍କୁ ଭୟଙ୍କର ଦଣ୍ଡ ଦେବେ” (ଦେଖ: [[rc://*/ta/man/translate/figs-activepassive]])
# will receive greater condemnation
“ମହାନ” ଶବ୍ଦ ତୁଳନାତ୍ମକ ଶବ୍ଦ ଅଟେ I ଏଠାରେ ଅନ୍ୟ ବ୍ୟକ୍ତି ଯିଏ ଦଣ୍ଡ ପାଇବ ତାହାର ତୁଳନା କରାଯାଇଛି I ଅନ୍ୟଏକ ଅନୁବାଦରେ: “ଅନ୍ୟ ଲୋକମାନଙ୍କ ଅପେକ୍ଷା ଗୁରୁତର ଦଣ୍ଡ ପାଇବେ” (ଦେଖ: [[rc://*/ta/man/translate/figs-explicit]])