or_tn/mrk/12/36.md

2.7 KiB

David himself

“ଆପଣାକୁ” ବାକ୍ୟଟି ଦାଉଦଙ୍କୁ ବୁଝାଏ ଓ ସେ କ’ଣ କହିଲେ ତାହାକୁ ଗୁରୁତ୍ବାରୋପ କରେI ଅନ୍ୟଏକ ଅନୁବାଦରେ: “ସେ ଦାଉଦ ଥିଲେ“ (ଦେଖ: rc://*/ta/man/translate/figs-rpronouns)

in the Holy Spirit

ଏହାର ଅର୍ଥ ଯେ ସେ ପବିତ୍ରଆତ୍ମାଙ୍କ ଦ୍ବାରା ଆବିଷ୍ଟ ହୋଇ କହିଥିଲେ I ତାହା ହେଉଛି, ପବିତ୍ରଆତ୍ମା ଦାଉଦଙ୍କୁ କହିବା ନିମନ୍ତେ ଆବିଷ୍ଟ କରିଥିଲେ I ଅନ୍ୟଏକ ଅନୁବାଦରେ: “ପବିତ୍ରଆତ୍ମାଙ୍କ ଦ୍ବାରା ଆବିଷ୍ଟ ହୋଇଥିଲେ” (ଦେଖ: rc://*/ta/man/translate/figs-idiom)

said, 'The Lord said to my Lord

ଏଠାରେ ସ୍ବୟଂ ଦାଉଦ ଈଶ୍ବରଙ୍କୁ “ପ୍ରଭୁ” ବୋଲି କହନ୍ତି ଓ ଖ୍ରୀଷ୍ଟଙ୍କୁ “ମୋର ପ୍ରଭୁ” କହନ୍ତି I ଏହା ସ୍ପଷ୍ଟଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ସମ୍ବନ୍ଧରେ କହନ୍ତି, “ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ” (ଦେଖ: rc://*/ta/man/translate/figs-explicit)

Sit at my right hand

ଯୀଶୁ ଗୀତସଂହିତାକୁ ଉଦ୍ଧୃତ କରନ୍ତି I ଏଠାରେ ଈଶ୍ବର ଖ୍ରୀଷ୍ଟଙ୍କୁ କହନ୍ତି I “ଆମ୍ଭର ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହୁଅ ମହାନ ପୁରଷ୍କାର ଓ ଈଶ୍ବରଙ୍କ ଠାରୁ ଅଧିକାର ଗ୍ରହଣ କରିବା ନିମନ୍ତେ ସାଙ୍କେତିକ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ମୋ ନିକଟରେ ସମ୍ମାନିତ ସ୍ଥାନରେ ବସିଥାଅ “ (ଦେଖ: rc://*/ta/man/translate/translate-symaction)

until I make your enemies your footstool

ଏହି ଉଦ୍ଧୃତ ବାକ୍ୟରେ, ଈଶ୍ବର ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ ପାଦ ତଳେ ରଖି ନାହୁଁ କହନ୍ତି I ଅନ୍ୟଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ସମ୍ପୁର୍ଣ୍ଣରୁପେ ତୁମ୍ଭର ଶତ୍ରୁକୁ ଦମନ କରିନାହୁଁ” (ଦେଖ: rc://*/ta/man/translate/figs-metaphor)