or_tn/mrk/12/35.md

1.4 KiB

While Jesus was teaching in the temple courts, he said

କିଛି ସମୟ ଅତିକ୍ରମ କଲା ପରେ ବର୍ତ୍ତମାନ ଯୀଶୁ ମନ୍ଦିରରେ ଥିଲେ I ଏହା ପୁର୍ବ କଥୋପକଥନର ଅଂଶ ନଥିଲା I ଅନ୍ୟଏକ ଅନୁବାଦରେ: “ପରେ, ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ, ସେ ଲୋକମାନଙ୍କୁ ଉତ୍ତର ଦେଲେ“ (ଦେଖ: rc://*/ta/man/translate/figs-explicit)

How is it that the scribes say the Christ is the son of David?

ଯୀଶୁ ଗୀତସଂହିତା ସମ୍ବନ୍ଧରେ ସେ ଯାହା ଉଦ୍ଧୃତ କରିବାକୁ ଯାଉଥିଲେ ତାହାକୁ ଗୁରୁତ୍ବଭାବରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଚିନ୍ତା କର କାହିଁକି ଶାସ୍ତ୍ରୀମାନେ କହନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ I” (ଦେଖ: rc://*/ta/man/translate/figs-rquestion)

the son of David

ଦାଉଦଙ୍କ ଜଣେ ସନ୍ତାନ