or_tn/mrk/12/34.md

1.1 KiB

You are not far from the kingdom of God

ଏହା ଆସ୍ତିକବାଚ୍ୟ ଆକାରରେ କୁହାଯାଇ ପାରିବ I ଏଠାରେ ଯୀଶୁ ସେହି ବ୍ୟକ୍ତିଙ୍କୁ କହିଲେ ଈଶ୍ବରଙ୍କ ନିକଟରେ ସମର୍ପିତ ହୁଅ ଓ ଶାରୀରିକ ଭାବରେ ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୁରବର୍ତ୍ତୀ ନୁହଁ, ଯେପରି ଏହା ଏକ ଜାଗତିକ ସ୍ଥାନ ଥିଲା I ଅନ୍ୟଏକ ଅନୁବାଦରେ: “ତୁମେ ସମର୍ପିତ ହେବା ନିମନ୍ତେ ଈଶ୍ବରଙ୍କଠାରୁ ଦୁରବର୍ତ୍ତି ନୁହଁ“ (ଦେଖ: [[rc:///ta/man/translate/figs-litotes]] ଓ [[rc:///ta/man/translate/figs-metaphor]])

no one dared

ଏହା ଆସ୍ତିକବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତେ ଭୟଭିତ ହେଲେ” (ଦେଖ: rc://*/ta/man/translate/figs-litotes)