or_tn/mrk/12/33.md

1.8 KiB

with all the heart ... all the understanding ... all the strength

ଏଠାରେ “ହୃଦୟ” ବ୍ୟକ୍ତିର ଚିନ୍ତା, ଅନୁଭୁତି, କିମ୍ବା ଆନ୍ତରିକ ପୁରୁଷର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏହି ତିନିଟି ବାକ୍ୟାଂଶ ଏକତ୍ର ବ୍ୟବହାର ହୋଇଛି ଯାହାର ଅର୍ଥ “ସମ୍ପୁର୍ଣ୍ଣ” କିମ୍ବା “ଦୃଢ଼ତା” (ଦେଖ: rc://*/ta/man/translate/figs-metonymy)

to love one's neighbor as oneself

ଏହି ରୁପକ କିପରି ଲୋକମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଆପଣାକୁ ପ୍ରେମ କରନ୍ତି ତୁଳନା କରେ I ଅନ୍ୟଏକ ଅନୁବାଦରେ: “ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର” (ଦେଖ: rc://*/ta/man/translate/figs-simile)

is even more than

ଏହି ଏକ ରୁଢି ଅଟେ ଯାହାର ଅର୍ଥ ଯେ ଏହା କିଛି ବିଷୟଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ପରିସ୍ଥିତିରେ, ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଏହି ଦୁଇଟି ଆଜ୍ଞା ଈଶ୍ବରଙ୍କୁ ଅଧିକ ସନ୍ତୁଷ୍ଟ କରେ I ଏହାକୁ ସ୍ପଷ୍ଟଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଆହୁରି ଗୁରୁତ୍ବପୁର୍ଣ୍ଣ ଅଟେ” କିମ୍ବା “ଏହା ଅଧିକ ଈଶ୍ବରଙ୍କୁ ସନ୍ତୁଷ୍ଟ କରେ” (ଦେଖ: rc://*/ta/man/translate/figs-idiom)