or_tn/mrk/12/30.md

598 B

with all your heart, with all your soul, with all your mind, and with all your strength

ଏଠାରେ “ହୃଦୟ” ଓ “ପ୍ରାଣ” ବ୍ୟକ୍ତିର ଆନ୍ତରିକ ପୁରୁଷର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏହି ଚାରିଟି ବାକ୍ୟାଂଶ ଏକତ୍ରଭାବେ “ସମ୍ପୁର୍ଣ୍ଣ” କିମ୍ବା “ଦୃଢ଼ତା”ର ଅର୍ଥ ବ୍ୟବହୃତ ହୁଅନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-doublet]])