or_tn/mrk/12/27.md

1.6 KiB

not the God of the dead, but of the living

ଏଠାରେ “ମୃତ” ଯେଉଁ ଲୋକମାନେ ମୃତ ହୋଇ ସାରିଛନ୍ତି ସେମାନଙ୍କୁ ବୁଝାଏ, ଓ “ଜୀବିତ” ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କୁ ବୁଝାଏ I ମଧ୍ୟ, ବାକ୍ୟଗୁଡିକ “ଈଶ୍ବର” ଦ୍ବିତୀୟ ଭାଗରେ ସ୍ପଷ୍ଟରୁପେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୃତମାନଙ୍କର ଈଶ୍ବର ନୁହନ୍ତି, ମାତ୍ର ଜୀବିତ ଲୋକମାନଙ୍କର ଈଶ୍ବର ଅଟନ୍ତି“ (ଦେଖ: [[rc:///ta/man/translate/figs-nominaladj]] ଓ [[rc:///ta/man/translate/figs-ellipsis]])

the living

ଏହା ଯେଉଁମାନେ ଶାରୀରିକ ଓ ଆତ୍ମିକରେ ଜୀବିତ ସେମାନଙ୍କୁ ସମ୍ପୃକ୍ତ କରେ I

You are quite mistaken

ସେମାନେ ଯାହା ବିଷୟ ଭୁଲ ଶିକ୍ଷା ସମ୍ବନ୍ଧିୟରେ ବ୍ୟକ୍ତ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ତୁମ୍ଭେମାନେ କୁହ ମୃତମାନେ ଜୀବିତ ହେବେ ନାହିଁ, ତୁମ୍ଭେମାନେ ଭୁଲ କହୁଛ” (ଦେଖ: rc://*/ta/man/translate/figs-explicit)

quite mistaken

ପୁରାପୁରି ମିଛ କିମ୍ବା “ସମ୍ପୁର୍ଣ୍ଣ ମିଥ୍ୟା”