or_tn/mrk/12/23.md

855 B

In the resurrection, when they rise again, whose wife will she be?

ସାଦ୍ଦୁକୀମାନେ ଯୀଶୁଙ୍କୁ ପରୀକ୍ଷା କରିବା ନିମନ୍ତେ ଏହି ପ୍ରଶ୍ନ ପଚାରିଲେ I ଯଦି ତୁମର ପାଠକମାନେ ସୁଚନା ନିମନ୍ତେ ଏହାକୁ ଏକ ବିନତୀ ଭାବରେ ବୁଝନ୍ତି, ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ଆମମାନଙ୍କୁ କୁହ ପୁନ୍ନରୁଥାନ ଦିନରେ ସେ କାହାର ସ୍ତ୍ରୀ ହେବ, ଯେତେବେଳେ ସେମାନେ ସମସ୍ତେ ଉଠିବେ” (ଦେଖ: rc://*/ta/man/translate/figs-rquestion)