or_tn/mrk/12/22.md

1000 B

The seven

ଏହା ସମସ୍ତ ଭାଇମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସାତଜଣ ଭାଇ” (ଦେଖ: rc://*/ta/man/translate/figs-ellipsis)

The seven left no children

ପ୍ରତ୍ୟକ ଭାଇ ସେହି ସ୍ତ୍ରୀକୁ ବିବାହ କଲେ ଓ ପୁଣି ତାହାର କୌଣସି ସନ୍ତାନ ସନ୍ତତି ହେବା ପୁର୍ବରୁ ମଲେ I ଏହା ସ୍ପଷ୍ଟ କରି କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶେଷରେ ସାତଜଣ ଯାକ ସେହି ସ୍ତ୍ରୀକୁ ଜଣ ପରେ ଜଣ ବିବାହ କଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କାହାର କୌଣସି ସନ୍ତାନ ହୋଇ ନଥିଲା ଓ ଜଣେ ପରେ ଜଣେ ସେମାନେ ମଲେ” (ଦେଖ: rc://*/ta/man/translate/figs-explicit)