or_tn/mrk/12/19.md

1.9 KiB

Moses wrote for us, 'If a man's brother dies

ସାଦ୍ଦୁକୀମାନେ ମୋଶା ବ୍ୟବସ୍ଥାରେ କ’ଣ ଲେଖିଛନ୍ତି ତାହାକୁ ଉଦ୍ଧୃତ କଲେ I ମୋଶାଙ୍କ ଉଦ୍ଧୃତ ବାକ୍ୟ ଏକ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ” (ଦେଖ: rc://*/ta/man/translate/figs-quotations)

wrote for us

ଆମ୍ଭେ ଯିହୁଦୀମାନଙ୍କ ପାଇଁ ଲେଖିଲେ I ସାଦ୍ଦୁକୀମାନେ ଯିହୁଦୀମାନଙ୍କ ଦଳରେ ଥିଲେ I ଏଠାରେ ସେମାନେ ବାକ୍ୟ “ଆମ୍ଭମାନଙ୍କୁ” ସେମାନଙ୍କୁ ଓ ସମସ୍ତ ଯିହୁଦୀମାନଙ୍କୁ ବୁଝାଏ I

the man should take the brother's wife

ଜଣେ ବ୍ୟକ୍ତି ତାହାର ସ୍ତ୍ରୀକୁ ବିବାହ କରି ପାରିବ

raise up a descendant for his brother

ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରେ I ସେହି ବ୍ୟକ୍ତିର ପ୍ରଥମ ପୁତ୍ର ମଲା ଭାଇର ପୁତ୍ର, ଓ ପୁତ୍ରଙ୍କ ସନ୍ତାନଗଣ ମୃତ ଭାଇର ସନ୍ତାନଗଣ ଭାବେ ପରିଗଣିତ ହେବେ I ଏହାକୁ ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଭାଇ ମରିଅଛି ତାହା ନିମନ୍ତେ ବଂଶ ଉତ୍ପନ୍ନ କରେ” (ଦେଖ: rc://*/ta/man/translate/figs-explicit)