or_tn/mrk/12/17.md

12 lines
1.4 KiB
Markdown

# Give to Caesar the things that are Caesar's
ଯୀଶୁ ଶିକ୍ଷା ଦେଉଥିଲେ କି ତାହାର ଲୋକମାନେ ସରକାରଙ୍କୁ କର ଦେଇ ସମ୍ମାନ ଦିଅ I ଏହି ଅଳଙ୍କାରିକ ବାକ୍ୟ କାଇସରକୁ ପରିବର୍ତ୍ତନ କରି ରୋମ ସରକାର ଭାବେ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହା ରୋମିୟ ସରକାରଙ୍କର ତାହା ରୋମିୟ ସରକାରଙ୍କୁ ଦିଅ“ (ଦେଖ: [[rc://*/ta/man/translate/figs-metonymy]])
# and to God
ବୁଝା ପଡୁଥିବା କ୍ରିୟାପଦ ଏହିଠାରେ ଯୋଡା ଯିବା ଆବଶ୍ୟକ I ପରିବର୍ତ୍ତନ ଅନୁବାଦ: “ଓ ଈଶ୍ବରଙ୍କୁ ଦିଅ “ (ଦେଖ:[[rc://*/ta/man/translate/figs-ellipsis]])
# They marveled at him
ଯୀଶୁଙ୍କର କଥାରେ ସେମାନେ ଚମତ୍କୃତ ହେଲେ I ଏହାକୁ ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କୁ ଓ ତାହାଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ” (ଦେଖ: [[rc://*/ta/man/translate/figs-explicit]])