or_tn/mrk/12/09.md

1.5 KiB

Therefore, what will the owner of the vineyard do?

ଯୀଶୁ ଗୋଟିଏ ପ୍ରଶ୍ନ ପଚାରିଲେ ଓ ତା’ପରେ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଉତ୍ତର ଦେଲେ I ପ୍ରଶ୍ନ ହୁଏତ ଉକ୍ତି ଭାବରେ ଲେଖାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଏଣୁ ମୁଁ କହିବି ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବେ” (ଦେଖ: rc://*/ta/man/translate/figs-rquestion)

Therefore

ଯୀଶୁ ଦୃଷ୍ଟାନ୍ତ କହିବା ଶେଷ କଲେ ଓ ବର୍ତ୍ତମାନ ଲୋକମାନଙ୍କୁ ପଚାରୁଛନ୍ତି ଯେ ପରବର୍ତ୍ତୀ ଘଟଣା କ’ଣ ହୋଇପାରେ I

destroy

ବଧ କରିବା

will give the vineyard to others

“ଅନ୍ୟମାନେ” ଶବ୍ଦ ଦ୍ରାକ୍ଷାକ୍ଷେତ୍ର କୃଷକମାନଙ୍କୁ ବୁଝାଏ ଯେଉଁମାନେ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେଉଥିଲେ I ଅନ୍ୟଏକ ଅନୁବାଦରେ: “ସେ ଦ୍ରାକ୍ଷାକ୍ଷେତ୍ରରେ କୃଷକମାନଙ୍କୁ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନେବା ନିମନ୍ତେ ସେ ଦେବେ” (ଦେଖ: rc://*/ta/man/translate/figs-explicit)