or_tn/mrk/12/05.md

1022 B

yet another ... many others

ଏହି ବାକ୍ୟାଂଶ ଅନ୍ୟ ଦାସମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆଉ ଜଣେ ଦାସ ... ଆହୁରି ଅନେକ ଦାସମାନଙ୍କୁ” (ଦେଖ: rc://*/ta/man/translate/figs-ellipsis)

They treated many others in the same way

ଏହା ଯେଉଁ ଦାସମାନଙ୍କୁ ମାଲିକ ପଠାଇଥିଲେ ସେମାନଙ୍କୁ ବୁଝାଏ I “ସେହିପରି” ଶବ୍ଦ ସେମାନଙ୍କୁ ଅପ-ବ୍ୟବହାର କଲେକୁ ବୁଝାଏ I ଏହାକୁ ସ୍ପଷ୍ଟ ରୁପେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଥିରେ ସେ ଆହୁରି ଅନେକ ଦାସମାନଙ୍କୁ ପଠାଇଲେ ସେମାନଙ୍କୁ ମଧ୍ୟ ଅପ-ବ୍ୟବହାର କଲେ” (ଦେଖ: rc://*/ta/man/translate/figs-explicit)