or_tn/mrk/12/04.md

557 B

he sent to them

ଦ୍ରାକ୍ଷାକ୍ଷେତ୍ରର ମାଲିକ ଅଙ୍ଗୁର ଚାଷୀମାନଙ୍କ ନିକଟକୁ ପଠାଇଲେ

they wounded him in the head

ଏହାକୁ ଆହୁରି ସ୍ପଷ୍ଟ ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ମଧ୍ୟ ତାହାର ମୁଣ୍ଡ ଫଟାଇ ଦେଲେ ଓ ତାହାକୁ ଅପମାନ କଲେ” (ଦେଖ: rc://*/ta/man/translate/figs-explicit)