or_tn/mrk/12/01.md

2.1 KiB

ଯୀଶୁ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନମାନଙ୍କ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କହିଲେ I (ଦେଖ: rc://*/ta/man/translate/figs-parables)

Then Jesus began to teach them

“ସେମାନେ” ଶବ୍ଦ ଏଠାରେ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନମାନଙ୍କୁ ବୁଝାଏ, ଯାହାଙ୍କ ବିଷୟରେ ଯୀଶୁ ପୁର୍ବ ଅଧ୍ୟାୟରେ କହିଛନ୍ତି I

put a hedge around it

ସେ ଦ୍ରାକ୍ଷାକ୍ଷେତ୍ର ଚାରିପଟେ ବାଡ ଦେଲେ I ଏହା ବାଡ, ବୁଦାଗୁଡିକ, କିମ୍ବା ପ୍ରହରୀଗୃହ ନିର୍ମାଣ ହୋଇପାରେ I

dug a pit for a winepress

ଏହାର ଅର୍ଥ ଯେ ସେ ପର୍ବତରେ ଗାତ ଖୋଳିଲେ, ଦ୍ରାକ୍ଷାକୁଣ୍ଡ, ଯେଉଁଠାରେ ଦ୍ରାକ୍ଷାରସ ସଂଗ୍ରହ କରାଯାଏ I ଅନ୍ୟଏକ ଅନୁବାଦରେ: “ପଥରରେ ଗାତ କରି ଖୋଳି ଅଙ୍ଗୁର ମନ୍ଥିବା ଯନ୍ତ୍ର” କିମ୍ବା “ଅଙ୍ଗୁର ମନ୍ଥିବା ଯନ୍ତ୍ରରୁ ଅଙ୍ଗୁର ରସ ସଂଗ୍ରହ କରିବା ପାଇଁ ସେ ତିଆରି କରନ୍ତି” (ଦେଖ: rc://*/ta/man/translate/figs-explicit)

leased the vineyard to vine growers

ଦ୍ରାକ୍ଷାକ୍ଷେତ୍ରର ମାଲିକ ଦ୍ରାକ୍ଷାକ୍ଷେତ୍ର ଗୁଡିକ ଅଧିନରେ ଅଛି, କିନ୍ତୁ ସେମାନେ ଦ୍ରାକ୍ଷାକ୍ଷେତ୍ରର କୃଷକମାନଙ୍କୁ ଯତ୍ନ ଦେବା ପାଇଁ ଅନୁମତି ଦେଲେ I ଯେତେବେଳେ ଅଙ୍ଗୁର ପାଚିଲା, ସେମାନେ ସେଥିରୁ କିଛି ମାଲିକଙ୍କୁ ଦେବେ ଓ ବଳକା ସେମାନେ ରଖିବେ I