or_tn/mrk/11/27.md

12 lines
1.0 KiB
Markdown

# Connecting Statement:
ପରଦିନ ଯୀଶୁ ମନ୍ଦିରକୁ ଆସନ୍ତେ, ସେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନମାନଙ୍କୁ ସେମାନଙ୍କର ପ୍ରଶ୍ନରେ ମୁଦ୍ରାବ୍ୟବସାୟୀଙ୍କୁ ମନ୍ଦିର ପ୍ରାଙ୍ଗଣରୁ ବାହାର କରିବା ବିଷୟରେ ଉତ୍ତର ଦେଲେ, ଆଉ ଗୋଟିଏ ପ୍ରଶ୍ନ ସେମାନଙ୍କୁ ପଚାରିଲେ, ଯାହାର ଉତ୍ତର ଦେବା ନିମନ୍ତେ ସେମାନଙ୍କର ଇଚ୍ଛା ନଥିଲା I
# They came to
ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଆସିଲେ
# Jesus was walking in the temple
ଏହାର ଅର୍ଥ ଯେ ଯୀଶୁ ମନ୍ଦିର ବେଢାର ଚାରିପଟେ ବୁଲୁଥିଲେ; କିନ୍ତୁ ସେ ମନ୍ଦିର ଭିତରକୁ ଯାଉ ନଥିଲେ I