or_tn/mrk/11/14.md

600 B

He spoke to it, ""No one will ever eat fruit from you again

ଯୀଶୁ ଡିମ୍ବିରୀ ବୃକ୍ଷକୁ କହିଲେ ଓ ଏହାକୁ ଶାପ ଦେଲେ I ସେ ଏହାକୁ କହିଲେ ଯେପରି ଶିଷ୍ୟମାନେ ତାହାଙ୍କୁ ଶୁଣି ପାରିବେ I (ଦେଖ: rc://*/ta/man/translate/figs-apostrophe)

He spoke to it

ସେ ଗଚ୍ଛକୁ କହିଲେ

his disciples heard it

“ଏହା” ଶବ୍ଦ ଯୀଶୁ ଡିମ୍ବିରୀ ବୃକ୍ଷକୁ କହିବାକୁ ବୁଝାଏ I