or_tn/mrk/10/47.md

8 lines
797 B
Markdown

# When he heard that it was Jesus
ବାର୍ଟିମୟ ଯେ ଯୀଶୁ ଏହା ଲୋକମାନେ କହୁଥିବା ସେ ଶୁଣିଲେ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେ ଲୋକମାନେ କହୁଥିବା ଶୁଣିଲେ ଯେ ଏହା ଯୀଶୁ ଥିଲେ” (ଦେଖ: [[rc://*/ta/man/translate/figs-ellipsis]])
# Son of David
ଯୀଶୁ ଦାଉଦ ସନ୍ତାନ ନାମରେ ନାମିତ ହେଲେ କାରଣ ସେ ରାଜା ଦାଉଦଙ୍କ ସନ୍ତାନ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ମସିହ ରାଜା ଦାଉଦଙ୍କର ସନ୍ତାନ” (ଦେଖ: [[rc://*/ta/man/translate/figs-explicit]])