or_tn/mrk/10/42.md

1.5 KiB
Raw Permalink Blame History

Jesus called them

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଆହ୍ବାନ କଲେ

those who are considered rulers of the Gentiles

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧) ଯେଉଁମାନେ ବିଜାତୀ ମାନଙ୍କ ଶାସନକର୍ତ୍ତା ରୁପେ ଗଣିତ ହୁଅନ୍ତି” ଅନ୍ୟଏକ ଅନୁବାଦରେ: ଯେଉଁମାନଙ୍କୁ ଲୋକମାନେ ବିଜାତୀମାନଙ୍କ ଅଧିପତି ହେବା ମନେ କରନ୍ତି କିମ୍ବା ) ବିଜାତୀମାନେ ଏହି ଲୋକମାନଙ୍କୁ ସେମାନଙ୍କ ଶାସନକର୍ତ୍ତା ମନେ କରନ୍ତି I ଅନ୍ୟଏକ ଅନୁବାଦରେ: “ବିଜାତୀମାନେ ଯେଉଁ ମାନଙ୍କୁ ସେମାନଙ୍କର ଶାସନକର୍ତ୍ତା ଭାବନ୍ତି” (ଦେଖ: rc://*/ta/man/translate/figs-activepassive)

dominate

ପ୍ରଭୁତ୍ବ କରନ୍ତି କିମ୍ବା କର୍ତ୍ତୃତ୍ବ କରିବା

exercise authority

ସେମାନଙ୍କ ପ୍ରଭୁତ୍ବକୁ ପ୍ରଦର୍ଶନ କରିବା I ଏହାର ଅର୍ଥ ଯେ ସେମାନେ ଦେଖାନ୍ତି କିମ୍ବା ସେମାନଙ୍କର ପ୍ରଭୁତ୍ବ ବିସ୍ତାର କରନ୍ତି