or_tn/mrk/10/30.md

2.2 KiB

who will not receive

ଯୀଶୁ ବାକ୍ୟଟିକୁ ଶେଷ କରନ୍ତେ ଯାହା “ଏପରି ଲୋକ କେହି ନାହିଁ” (୨୯ ପଦରେ) ବାକ୍ୟକୁ ଆରମ୍ଭ କରେ I ସମ୍ପୁର୍ଣ ବାକ୍ୟ ଆସ୍ତିକ ଭବାରେ ବ୍ୟକ୍ତ କରାଯାଇ ପାରେ I “ଯେକେହି ଗୃହ କିମ୍ବା ଭ୍ରାତା, କିମ୍ବା ଭଗ୍ନି, କିମ୍ବା ମାତା, କି ପିତା କି ସନ୍ତାନଗଣ କିମ୍ବା ଭୁମି ମୋ ଶକାସେ ଓ ସୁସମାଚାର ସକାଶେ ପରିତ୍ୟାଗ କରିଅଛି, ସେ ଗ୍ରହଣ କରିବ” (ଦେଖ: [[rc:///ta/man/translate/figs-doublenegatives]] ଓ [[rc:///ta/man/translate/figs-litotes]])

this world

ଏହି ଜୀବନ କିମ୍ବା “ଇହକାଳ”

brothers, and sisters, and mothers, and children

୨୯ ପଦରେ ତାଲିକାନୁଯାୟୀ, ଏହା ସାଧାରଣତଃ ପରିବାରକୁ ବର୍ଣ୍ଣନା କରେ I “ପିତା” ଶବ୍ଦ ୩୦ ପଦରେ ନାହିଁ, କିନ୍ତୁ ଏହା ଗୌଣ ଭାବରେ ଅର୍ଥ ବଦଳାଏ ନାହିଁ I

with persecutions, and in the world to come, eternal life

ଏହାକୁ ଯେପରି ଅବ୍ୟୟ ବିଶେଷ୍ୟ ପଦ :ତାଡନା”କୁ ପୁନଃବାକ୍ୟ ଗଠନ କରାଯାଇ ପାରେ “ତାଡନା” ବିଷୟଟି କ୍ରିୟା ପଦ “ତାଡିତ” ଭାବେ ପ୍ରକାଶ କରାଯାଇଛି I କାରଣ ବାକ୍ୟଟି ଦୀର୍ଘ ଓ ଜଟିଳ ଅଟେ, “ଗ୍ରହଣ କରିବେ” ପୁନରାବୃତି କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦିଓ ଲୋକାମାନେ ସେମାନଙ୍କୁ ତାଡନା କରନ୍ତି, ପରକାଳରେ, ସେମାନେ ଅନନ୍ତ ଜୀବନ ପାଇବେ” (ଦେଖ: rc://*/ta/man/translate/figs-abstractnouns)

in the world to come

ଭବିଷ୍ୟତ ଯୁଗରେ କିମ୍ବା “ଭବିଷ୍ୟତରେ