or_tn/mrk/10/14.md

2.0 KiB

Jesus noticed it

“ଏହା” ଶବ୍ଦ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଲେ ଯେଉଁମାନେ ଯୀଶୁଙ୍କ ନିକଟକୁ ଶିଶୁମାନଙ୍କୁ ଆଣୁଥିଲେ ତାହାକୁ ବୁଝାଏ I

was very displeased

କ୍ରୋଧାନ୍ବିତ ହେଲେ

Permit the little children to come to me, and do not forbid them

ଏହି ଦୁଇଟି ବାକ୍ୟାଂଶର ସମାନ ଅର୍ଥ, ଗୁରୁତ୍ବ ଦେବା ନିମନ୍ତେ ପୁନରାବୃତ୍ତି ହୋଇଛି I ଅନ୍ୟଭାବରେ ଗୁରୁତ୍ବ ଦେବା ପାଇଁ କେତେକ ଭାଷାରେ ଏହା ଆହୁରି ପ୍ରାକୃତିକ ହେବ I ଅନ୍ୟଏକ ଅନୁବାଦରେ: “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ” (ଦେଖ: rc://*/ta/man/translate/figs-parallelism)

do not forbid

ଏହା ଦ୍ବି-ନାସ୍ତିକ ବାକ୍ୟ ଅଟେ I କେତେକ ଭାଷାରେ ଏହା ଆସ୍ତିକ ଉକ୍ତି ଭାବରେ ଆହୁରି ପ୍ରାକୃତିକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ ଆସିବାକୁ ଦିଅ” (ଦେଖ: rc://*/ta/man/translate/figs-doublenegatives)

for the kingdom of God belongs to those who are like them

ଈଶ୍ବରଙ୍କ ରାଜ୍ୟ ସେମାନଙ୍କୁ ମିଶାଇ ଏହି ପ୍ରକାର ଲୋକମାନଙ୍କର I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର” କିମ୍ବା “କାରଣ ଯେଉଁ ଲୋକମାନେ ସେମାନଙ୍କୁ ପସନ୍ଦ କରନ୍ତି ସେମାନେ ହିଁ ଈଶ୍ବରଙ୍କ ରାଜ୍ୟର ସଦସ୍ୟ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)