or_tn/mrk/10/13.md

1.5 KiB

Connecting Statement:

ମାତ୍ର ଯେତେବେଳେ ଶିଷ୍ୟମାନେ ଲୋକାମାନେ ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଆଣିବା ପାଇଁ ବିରକ୍ତ ହେଲେ, ସେ ଶିଶୁମାନଙ୍କୁ ଆଶୀର୍ବାଦ କଲେ ଓ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ ଯେ ଈଶ୍ବରଙ୍କ ରାଜ୍ୟ ଶିଶୁମାନଙ୍କ ପରି ଯେ ଗ୍ରହଣ ନକରେ ସେ କୌଣସି ପ୍ରକାର ପ୍ରବେଶ କରିପାରିବ ନାହିଁ I

Then they brought

ବର୍ତ୍ତମାନ ଲୋକମାନେ ଆଣୁଥିଲେ I ଏହା କାହାଣୀର ପରବର୍ତ୍ତୀ ଘଟଣା ଅଟେ I (ଦେଖ: rc://*/ta/man/translate/writing-newevent)

he might touch them

ଏହାର ଅର୍ଥ ଯୀଶୁ ସେମାନଙ୍କୁ ନିଜ ହାତରେ ସ୍ପର୍ଶ କରିବେ ଓ ଆଶୀର୍ବାଦ କରିବେ I ଅନ୍ୟଏକ ଅନୁବାଦରେ: “ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି ଓ ସେମାନଙ୍କୁ ଆଶୀର୍ବାଦ କରନ୍ତି” କିମ୍ବା “ସେ ତାହାଙ୍କ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କରନ୍ତି” (ଦେଖ: rc://*/ta/man/translate/figs-explicit)

rebuked them

ଲୋକମାନଙ୍କୁ ଧମକ ଦେଲେ