or_tn/mrk/10/05.md

2.1 KiB

କେତେକ ଭାଷାରେ ବକ୍ତା ଉଦ୍ଧୃତ ନକରି କହନ୍ତି ଯେ କିଏ କହୁଛନ୍ତି I ବରଂ ସେମାନେ କହନ୍ତି ଯେ ଆରମ୍ଭରେ କିଏ କହୁଛନ୍ତି କିମ୍ବା ଶେଷରେ ସମ୍ପୁର୍ଣ ବାକ୍ୟକୁ ଉଦ୍ଧୃତ କରନ୍ତି I ଅନ୍ୟଏକ ଅନୁବାଦରେ: “ଯୀଶୁ ସେମାନଙ୍କୁ କହିଲେ, ‘ଏହା ଥିଲା କରଣ ... ଏହି ବ୍ୟବସ୍ଥା” (ଦେଖ: rc://*/ta/man/translate/writing-quotations)

because of your hard hearts that he wrote you this law

ଏହି ସମୟ ଆଗରୁ, ମୋଶା ଯିହୁଦୀ ଓ ସେମାନଙ୍କ ପୁର୍ବପୁରୁଷମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଲେଖିଲେ ଯେହେତୁ ସେମାନଙ୍କର ହୃଦୟ ଜଡ ଥିଲା I ଯୀଶୁଙ୍କ ସମୟରେ ଯିହୁଦୀମାନଙ୍କ ହୃଦୟରେ ମଧ୍ୟ ଜଡତା ଥିଲା, ତେଣୁ ଯୀଶୁ ସେମାନଙ୍କୁ ମଧ୍ୟ ମିଶାଇ ଏହି ବାକ୍ୟ କହିଲେ “ତୁମ୍ଭମାନଙ୍କର” ଓ “ତୁମ୍ଭର” I ଅନ୍ୟଏକ ଅନୁବାଦରେ: “କାରଣ ତୁମ୍ଭମାନଙ୍କର ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଦେଲେ”

your hard hearts

ଏଠାରେ “ହୃଦୟ” ବ୍ୟକ୍ତିର ଆନ୍ତରିକ ପୁରୁଷ ବା ମନର ଲକ୍ଷଣ ସୁଚକ ଶବ୍ଦ ଅଟେ I “ହୃଦୟର କଠିନତା” ବାକ୍ୟାଂଶ “ଶକ୍ତଗ୍ରୀବ” ନିମନ୍ତେ ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କର ଶକ୍ତଗ୍ରୀବ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])