or_tn/mrk/09/intro.md

4.2 KiB

ମାର୍କ ୦୯ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

“ରୁପାନ୍ତର”

ଶାସ୍ତ୍ରରେ ସର୍ବଦା ଈଶ୍ବରଙ୍କ ମହିମା ମହାନ, ତେଜୋମୟ ଜ୍ୟୋତି ଭାବେ ପ୍ରକାଶ କରେ I ଯେତେବେଳେ ଲୋକମାନେ ଏହି ଜ୍ୟୋତିକୁ ଦେଖନ୍ତି, ସେମାନେ ଭୟଭିତ ହୁଅନ୍ତି I ଏହି ଅଧ୍ୟାୟରେ ମାର୍କ କୁହନ୍ତି ଯେ ଯୀଶୁଙ୍କ ବସ୍ତ୍ର ଉଜ୍ଜଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେପରି ତାହାଙ୍କ ଶିଷ୍ୟମାନେ ଦେଖି ପାରିବେ ଯେ ଯୀଶୁ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ସେହି ସମୟରେ, ଈଶ୍ବର ସେମାନଙ୍କୁ କହିଲେ ଯେ ଯୀଶୁ ତାହାଙ୍କର ପୁତ୍ର ଥିଲେ I (ଦେଖ: [[rc:///tw/dict/bible/kt/glory]] ଓ [[rc:///tw/dict/bible/kt/fear]])

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଅତିଶୟୋକ୍ତି

ଯୀଶୁ ଏହି ବିଷୟରେ କହିଲେ ଯେ ଶିଷ୍ୟମାନେ ଏହାକୁ ଆକ୍ଷରିକ ଭାବେ ବୁଝନ୍ତୁ ତାହା ସେ ଚାହାନ୍ତି ନାହିଁ I ଯେତେବେଳେ ସେ କହିଲେ, “ଯଦି ତୁମ୍ଭର ହାତ ତୁମ୍ଭର ବାଧାର କାରଣ ହୁଏ, ତେବେ ଏହାକୁ କାଟି ପକାଅ” ([ମାର୍କ ୯:୪୩] (../../mrk/09/43.md)), ସେ ଅତିରଞ୍ଜିତ କରି କହିଲେ ଯେ ସେମାନେ ଜାଣିବେ ଯେ ସେମାନେ ପାପରୁ ନିବୃତ୍ତ ରହିବେ, ଏପରିକି ଯଦି ସେମାନେ କୌଣସି ବିଷୟ ଅତି ପ୍ରିୟ ଜ୍ଞାନ କରୁଥାନ୍ତି କିମ୍ବା ସେମାନଙ୍କର ଯାହା ଆବଶ୍ୟକ ଅଟେ I

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

ଏଲିୟ ଓ ମୋଶା

ସେହିକ୍ଷଣି ଯୀଶୁ, ଯାକୁବ, ଯୋହନ ଓ ପିତରଙ୍କ ନିକଟକୁ ଏଲିୟ ଓ ମୋଶାଙ୍କୁ ଅବତରଣ କଲେ ଏବଂ ତାପରେ ସେମାନେ ଅଛାଦିତ ହୋଇଗଲେ I ଚାରିଜଣ ସମସ୍ତେ ଏଲିୟ ଓ ମୋଶାଙ୍କୁ ଦେଖିଲେ, ଏବଂ ଏଲିୟ ଓ ମୋଶା ଯୀଶୁଙ୍କ ସହିତ କଥାବାର୍ତ୍ତା କରିବା ଶୁଣିଲେ, ପାଠକମାନେ ବୁଝିବା ଉଚିତ ଯେ ଏଲିୟ ଓ ମୋଶା ଶାରିରୀକ ଭାବେ ଅବତରଣ କଲେ

“ମନୁଷ୍ୟ ପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ବୋଲି ସମ୍ବୋଧନ କରୁଥିଲେ ([ମାର୍କ ୯:୩୧] (../../mrk/09/31.md)) I ତୁମ ଭାଷା ହୁଏତ ନିଜକୁ ଏପରି ସମ୍ବୋଧନ କରିବା ନିମନ୍ତେ ଅନୁମତି ଦେଇ ନପାରେ ଯେପରି ସେମାନେ ଅନ୍ୟ ବିଷୟରେ କହିବେ I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])

ବିରୋଧାଭାସ

ଗୋଟିଏ ବିରୋଧାଭାସ ଏକ ସତ୍ୟ କାହାଣୀ ଅଟେ ଯାହା କିଛି ଅସମ୍ଭବ ବିଷୟରେ ବର୍ଣ୍ଣନା କରେ I ଯୀଶୁ ଏହି ବିରୋଧାଭାସ ବ୍ୟବହାର କରୁଥିଲେ ଯେତେବେଳେ ସେ କହିଲେ, “ଯଦି କେହି ପ୍ରଧାନ ହେବାକୁ ଚାହେଁ, ସେ ସମସ୍ତଙ୍କଠାରୁ ସାନ ହେଉ ଓ ସମସ୍ତଙ୍କର ସେବକ ହେଉ” ([ମାର୍କ ୯:୩୫] ../../mrk/09/35.md)) I