or_tn/mrk/09/43.md

20 lines
1.7 KiB
Markdown

# If your hand causes you to stumble
ଏଠାରେ “ହସ୍ତ” ବିଘ୍ନ କରିବାକୁ ଇଛା କରିବା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ ଯାହା ଆମ୍ଭେମାନେ ହାତରେ କରିଥାଉ I ଅନ୍ୟଏକ ଅନୁବାଦରେ: “ପୁଣି ତୁମ୍ଭର ହସ୍ତ ଯଦି ବିଘ୍ନର କାରଣ ହୁଏ“ (ଦେଖ: [[rc://*/ta/man/translate/figs-metonymy]])
# to enter into life maimed
ପଙ୍ଗୁ ହୋଇ ଓ ଜୀବନରେ ପ୍ରବେଶ କରିବା କିମ୍ବା “ଜୀବନରେ ପ୍ରବେଶ କରିବା ପୁର୍ବରୁ ପଙ୍ଗୁ ହେବା”
# to enter into life
ମୃତ୍ୟୁ ଓ ପରେ ଅନନ୍ତ କାଳ ଜୀବନରେ ରହିବା କଥା କୁହାଯାଇଛି ଯେପରି ଜୀବନରେ ପ୍ରବେଶ କରିବା ଅଟେ I ଅନ୍ୟଏକ ଅନୁବାଦରେ: “ଜୀବନରେ ପ୍ରବେଶ କରିବା” କିମ୍ବା “ମୃତ୍ୟୁ ଓ ଅନନ୍ତକାଳ ଜୀବିତ ରହିବା” (ଦେଖ: [[rc://*/ta/man/translate/figs-metaphor]])
# maimed
ଶରୀରର ଗୋଟିଏ ଅଙ୍ଗ ହରାଇବା ଅର୍ଥ କାଟି ପକାଇବା କିମ୍ବା କ୍ଷତ କରିବା I ଏଠାରେ ଗୋଟିଏ ହସ୍ତ ହରାଇବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବିନା ହସ୍ତରେ” କିମ୍ବା “ଗୋଟିଏ ହସ୍ତ ହରାଇବା”
# into the unquenchable fire
ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା