or_tn/mrk/09/35.md

918 B

If anyone wants to be first, he must be last of all

ଏଠାରେ “ପ୍ରଥମ” ଓ “ଶେଷ” ଶବ୍ଦଗୁଡିକ ପରସ୍ପରର ବିପରିତ ଅଟନ୍ତି I ଯୀଶୁ “ସବୁଠାରୁ ଗୁରୁତ୍ବ” ବିଷୟ ହେଉଛି “ପ୍ରଥମ” ଓ ତାପରେ “ନ୍ୟୁନତମ”କୁ “ନମ୍ର” ହେବା କହନ୍ତି I ଅନ୍ୟଏକ ଅନୁବାଦରେ: “ଯଦି କାହାକୁ ଈଶ୍ବର ଚାହାନ୍ତି ସମସ୍ତଙ୍କ ମଧ୍ୟରେ ଗୁରୁତ୍ବପୁର୍ଣ୍ଣ କରିବା ନିମନ୍ତେ, ସେ ନିଜକୁ ସବୁଠାରୁ ନ୍ୟୁନ ମନେ କରୁ” (ଦେଖ: rc://*/ta/man/translate/figs-metaphor)

of all ... of all

ସମସ୍ତ ଲୋକମାନଙ୍କର ... ସମସ୍ତ ଲୋକଙ୍କର