or_tn/mrk/09/29.md

907 B

This kind cannot be cast out except by prayer

“ପାରିଲୁ ନାହିଁ” ଓ “ବ୍ୟତିତ” ଶବ୍ଦଗୁଡିକ ଉଭୟ ନାସ୍ତିକ ଶବ୍ଦ ଅଟନ୍ତି I କେତେକ ଭାଷାରେ ଏହା ଅଧିକ ପ୍ରାକୃତିକ ଆସ୍ତିକ ଉକ୍ତି ଭାବରେ ବ୍ୟବହୃତ ହୁଏ I ଅନ୍ୟଏକ ଅନୁବାଦରେ: “ପ୍ରାର୍ଥନା ବିନା ଆଉ କାହିଁରେ ଏପ୍ରକାର ଭୁତ ଛଡାଯାଇ ପାରେ ନାହିଁ” (ଦେଖ: rc://*/ta/man/translate/figs-doublenegatives)

This kind

ଏହା ଅଶୁଚି ଆତ୍ମାକୁ ବର୍ଣ୍ଣନା କରେ I ଅନ୍ୟଏକ ଅନୁବାଦରେ: “ଏ ପ୍ରକାର ଅଶୁଚି ଆତ୍ମା” (ଦେଖ: rc://*/ta/man/translate/figs-ellipsis)