20 lines
1.7 KiB
Markdown
20 lines
1.7 KiB
Markdown
# He answered them
|
|
|
|
ଯଦିଓ ବାଳକର ପିତା ଯୀଶୁଙ୍କୁ ବିନତୀ କଲା, ଯୀଶୁ ଲୋକସମୁହକୁ ଉତ୍ତର ଦେଲେ. ଏହା ସ୍ପଷ୍ଟ କରିବା ଉଚିତ I ଅନ୍ୟଏକ ଅନୁବାଦରେ: “ଯୀଶୁ ଲୋକସମୁହକୁ କହିଲେ” (ଦେଖ: [[rc://*/ta/man/translate/figs-explicit]])
|
|
|
|
# Unbelieving generation
|
|
|
|
ଆରେ ଅବିଶ୍ବାସୀ ବଂଶ. ଯୀଶୁ ଏହିପରି ଲୋକସମୁହକୁ କହିଲେ, ଯେପରି ସେ ସେମାନଙ୍କୁ ଉତ୍ତର ଦେବା ଆରମ୍ଭ କରନ୍ତି I
|
|
|
|
# how long will I have to stay with you? ... bear with you?
|
|
|
|
ଯୀଶୁ ତାହାଙ୍କ ବିରକ୍ତି ମନୋଭାବକୁ ପ୍ରକାଶ କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଉଭୟ ପ୍ରଶ୍ନର ସମାନ ଉତ୍ତର ଅଟେ I ସେଗୁଡିକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେତେକାଳ ମୁଁ ତୁମ୍ଭମାନଙ୍କ ସଂଗରେ ରହିବି !” କିମ୍ବା “ତୁମ୍ଭମାନଙ୍କର ଅବିଶ୍ବାସ ମୋତେ ଦୁଖ ଦେଉଛି ! କେତେକାଳ ମୁଁ ତୁମ୍ଭମାନଙ୍କ ସଂଗରେ ରହିବି” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-parallelism]])
|
|
|
|
# bear with you
|
|
|
|
ତୁମର ସହିବି କିମ୍ବା “ତୁମ ସହିତ ରହିବି”
|
|
|
|
# Bring him to me
|
|
|
|
ବାଳକକୁ ମୋ ନିକଟକୁ ଆଣ
|