or_tn/mrk/09/17.md

1.2 KiB

Connecting Statement:

କେଉଁ ସମ୍ବନ୍ଧରେ ଶାସ୍ତ୍ରୀ ଓ ଅନ୍ୟ ଶିଷ୍ୟମାନେ ବାଦାନୁବାଦ କରୁଥିଲେ ବର୍ଣ୍ଣନା କରିବା ନିମନ୍ତେ, ଜଣେ ଅଶୁଚି ଆତ୍ମାବିଷ୍ଟର ପିତା ଯୀଶୁଙ୍କୁ କହିଲେ ଯେ ତାହାକୁ ଛଡାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ଆଣିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ. ଯୀଶୁ ଅଶୁଚି ଆତ୍ମାକୁ ସେହି ପୁଅ ଠାରୁ ଛଡାଇ ଦେଲେ I ପରେ ଶିଷ୍ୟମାନେ ପଚାରିଲେ କାହିଁକି ସେମାନେ ଭୁତ ଛଡାଇ ପାରିଲେ ନାହିଁ I

He has a spirit

ଏହାର ଅର୍ଥ ବାଳକଟି ଅଶୁଚି ଆତ୍ମାବିଷ୍ଟ ଥିଲା I “ତାହାକୁ ଗୋଟିଏ ଅଶୁଚି ଆତ୍ମା ଲାଗିଛି” କିମ୍ବା “ସେ ଗୋଟିଏ ଅଶୁଚି ଆତ୍ମାବିଷ୍ଟ ଥିଲା” (ଦେଖ: rc://*/ta/man/translate/figs-idiom)