or_tn/mrk/09/09.md

8 lines
1.0 KiB
Markdown

# he commanded them to tell no one ... until the Son of Man had risen
ଏହାର ଅର୍ଥ ଯେ ସେ ଦୃଢ ଆଜ୍ଞା ଦେଇ କହିଲେ ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟ ପୁତ୍ରଙ୍କ ପୁନ୍ନରୁଥାନ ନହେବା ପର୍ଯ୍ୟନ୍ତ କହିବା ପାଇଁ ଅନୁମତି ଦେଲେ I (ଦେଖ: [[rc://*/ta/man/translate/figs-explicit]])
# risen from the dead
ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ I ଏହା ପୁନର୍ବାର ଜୀବନ ପାଇବା ବିଷୟରେ କହେ I ଏହି ବାକ୍ୟାଂଶ “ମୃତ୍ୟୁ” “ମୃତ ଲୋକକୁ” ବୁଝାଏ ଓ ମୃତ୍ୟୁର ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ମୃତମାନଙ୍କ ମଧ୍ୟରୁ ପୁନ୍ନରୁଥାନ” (ଦେଖ: [[rc://*/ta/man/translate/figs-metonymy]])