or_tn/mrk/09/02.md

16 lines
1.3 KiB
Markdown

# alone by themselves
ଲେଖକ ଏଠାରେ ଗୁରୁତ୍ବ ଦେବା ନିମନ୍ତେ ସ୍ବୟଂ ବାଚକ “ସେମାନଙ୍କର” ସର୍ବନାମ ବ୍ୟବହାର କରିଛନ୍ତି ଯେ ସେମାନେ କେବଳ ଏକତ୍ର ଯୀଶୁ, ପିତର, ଯାକୁବ ଓ ଯୋହନ ପର୍ବତ ଉପରକୁ ଗଲେ I (ଦେଖ: [[rc://*/ta/man/translate/figs-rpronouns]])
# he was transfigured before them
ସେମାନେ ଯେତେବେଳେ ତାହାଙ୍କୁ ଚାହିଁଲେ, ତାହାଙ୍କର ଉପସ୍ଥିତି ପୁର୍ବଠାରୁ ଭିନ୍ନ ଥିଲା I
# he was transfigured
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଉପସ୍ଥିତି ପରିବର୍ତ୍ତିତ ହୋଇଥିଲା” କିମ୍ବା “ସେ ଭିନ୍ନଭାବରେ ଦେଖା ଯାଉଥିଲେ” (ଦେଖ: [[rc://*/ta/man/translate/figs-activepassive]])
# before them
ସେମାନଙ୍କ ସମ୍ମୁଖରେ କିମ୍ବା “ସେମାନେ ସ୍ପଷ୍ଟ ଭାବରେ ତାହାଙ୍କୁ”