or_tn/mrk/08/36.md

16 lines
1.4 KiB
Markdown

# What does it profit a person to gain the whole world and then forfeit his life?
ଏହାକୁ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆଉ ମନୁଷ୍ୟ ଯେବେ ସମଗ୍ର ଜଗତ ଲାଭ କରି, ନିଜ ଜୀବନ ହରାଏ, ତେବେ ଏଥିରେ କି ଲାଭ” (ଦେଖ: [[rc://*/ta/man/translate/figs-rquestion]])
# to gain the whole world and then forfeit his life
ଏହି ଭାବନାକୁ ଏକ ଉକ୍ତି ଭାବରେ ପ୍ରକାଶ କଲେ ଯେହେତୁ “ଯଦି” ସହିତ ବାକ୍ୟ ଆରମ୍ଭ ହୁଏ I ଅନ୍ୟଏକ ଅନୁବାଦରେ: “ଯଦି ସେ ସମଗ୍ର ଜଗତ ଲାଭ କରେ ଓ ଆପଣା ଜୀବନ ହରାଏ”
# to gain the whole world
“ସମଗ୍ର ଜଗତ” ଶବ୍ଦ ଧନୀ ହେବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ସେ ଜୀବନରେ ଯାହା ଚାହେଁ ସବୁକିଛି ଲାଭ କରେ” (ଦେଖ: [[rc://*/ta/man/translate/figs-hyperbole]])
# forfeit
କିଛି ବିଷୟ ହରାଇବା କିମ୍ବା ଅନ୍ୟ ଜଣେ ଏହାକୁ ନେଇଯିବା I