or_tn/mrk/08/35.md

816 B

For whoever wants

ଯେକେହି ଇଛା କରେ

life

ଏହା ଉଭୟ ଶାରିରିକ ଓ ଆତ୍ମିକ ଜୀବନକୁ ବୁଝାଏ I

for my sake and for the gospel

ମୋ ସକାଶେ ଓ ସୁସମାଚାର ନିମନ୍ତେ I ଯୀଶୁ ଯେଉଁମାନେ ଜୀବନ ହରାଇବା ସମ୍ବନ୍ଧରେ କହୁଛନ୍ତି କାରଣ ସେମାନେ ଯୀଶୁଙ୍କ ଅନୁଗମନ ଓ ସୁସମାଚାର ପ୍ରଚାର କଲେ I ଅନ୍ୟଏକ ଅନୁବାଦରେ: “ଯେହେତୁ ସେ ମୋହର ଅନୁଗମନ କରୁଛି ଓ ଅନ୍ୟମାନଙ୍କୁ ସୁସମାଚାର ପ୍ରଚାର କରୁଛି” (ଦେଖ: rc://*/ta/man/translate/figs-explicit)