or_tn/mrk/08/34.md

1.4 KiB

follow me

ଯୀଶୁଙ୍କୁ ଅନୁଗମନ କରିବା ଅର୍ଥ ଏଠାରେ ତାହାଙ୍କ ଶିଷ୍ୟ ହେବା I ଅନ୍ୟଏକ ଅନୁବାଦରେ: “ମୋହର ଶିଷ୍ୟ ହୁଅ” କିମ୍ବା “ମୋହର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହୁଅ” (ଦେଖ: rc://*/ta/man/translate/figs-metaphor)

must deny himself

ସେ ଆପଣାକୁ ଅସ୍ବୀକାର କରୁ କିମ୍ବା “ଆପଣାର ଇଚ୍ଛାକୁ ଅଗ୍ରାହ୍ୟ କରୁ”

take up his cross, and follow me

ଆପଣା କୃଶ ଘେନି ମୋର ଅନୁଗମନ କରୁ I କୃଶ ଦୁଖଭୋଗ ଓ ମୃତ୍ୟୁକୁ ବୁଝାଏ I କୃଶ ଘେନି ଅର୍ଥାତ ଦୁଖାଭୋଗ ଓ ମୃତ୍ୟୁକୁ ସ୍ବାଗତ କରିବା I ଅନ୍ୟଏକ ଅନୁବାଦରେ: “ମୋର ବାଧ୍ୟ ହେବ ଏପରିକି ମୃତ୍ୟୁ ଓ ଦୁଖଭୋଗରେ ମଧ୍ୟ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

follow me

ଯୀଶୁଙ୍କୁ ଅନୁଗମନ କରିବା ଅର୍ଥ ତାହାଙ୍କ ବାଧ୍ୟ ହେବା I ଅନ୍ୟଏକ ଅନୁବାଦରେ: “ମୋହର ଅଜ୍ଞା ପାଳନ କର” (ଦେଖ: rc://*/ta/man/translate/figs-metaphor)