or_tn/mrk/08/25.md

8 lines
621 B
Markdown

# Then he again
ଯୀଶୁ ପୁଣି ଥରେ
# and the man opened his eyes, his sight was restored
“ତାହାର ଦୃଷ୍ଟି ଶକ୍ତି ଫେରି ପାଇଲା” ବାକ୍ୟାଂଶକୁ କର୍ତ୍ତୁବାଚ୍ୟ ଆକାରରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେହି ଲୋକର ଦୃଷ୍ଟି ଶକ୍ତି ଫେରି ପାଇଲା, ଓ ଲୋକଟି ଚକ୍ଷୁ ଖୋଲି ଦେଖି ପାରିଲା” (ଦେଖ: [[rc://*/ta/man/translate/figs-activepassive]])