or_tn/mrk/08/24.md

8 lines
913 B
Markdown

# He looked up
ଲୋକଟି ଉର୍ଦ୍ଧ୍ବଦୃଷ୍ଟି କଲା
# I see men who look like walking trees
ସେ ଚାହିଁ କହିଲା ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, ସେମାନଙ୍କୁ ସ୍ପଷ୍ଟ କରି ଦେଖି ପାରୁନାହିଁ, ତେଣୁ ସେ ସେମାନଙ୍କୁ ଗଚ୍ଛ ସହିତ ତୁଳନା କରୁଛି I ଅନ୍ୟଏକ ଅନୁବାଦରେ: “ହଁ, ମୁଁ ଲୋକମାନଙ୍କୁ ଦେଖୁଅଛି ! ସେମାନେ ମୋର ଚାରିପଟେ ଚାଲୁଛନ୍ତି , କିନ୍ତୁ ମୁଁ ସେମାନଙ୍କୁ ସ୍ପଷ୍ଟ କରି ଦେଖି ପାରୁନାହିଁ I ସେମାନେ ଗଚ୍ଛ ପରି ଦେଖା ଯାଉଛନ୍ତି” (ଦେଖ: [[rc://*/ta/man/translate/figs-simile]])