or_tn/mrk/08/21.md

4 lines
515 B
Markdown

# Do you not yet understand?
ଯୀଶୁ ଶିଷ୍ୟମାନଙ୍କୁ ବିରକ୍ତି ହୋଇ ଅନୁଯୋଗ କରୁଛନ୍ତି I ଏହି ପ୍ରଶ୍ନଟିକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯାହା କହୁଛି ଓ କରୁଛି ତାହା ତୁମ୍ଭେମାନେ କି ବୁଝୁ ନାହଁ ” (ଦେଖ: [[rc://*/ta/man/translate/figs-rquestion]])