or_tn/mrk/08/15.md

1.2 KiB

Keep watch and be on guard

ଏହି ଦୁଇଟି ବାକ୍ୟର ସାଧାରଣ ଅର୍ଥ ଅଛି ଓ ଏଠାରେ ଗୁରୁତ୍ବ ଦେବା ନିମନ୍ତେ ପୁନରାବୃତ୍ତି କରାଯାଇଛି I ସେଗୁଡିକୁ ମିଶାଇ ଦିଆ ଯାଇପାରିବ I ଅନ୍ୟଏକ ଅନୁବାଦରେ: “ସତର୍କ ହୁଅ” (ଦେଖ: rc://*/ta/man/translate/figs-doublet)

yeast of the Pharisees and the yeast of Herod

ଏଠାରେ ଯୀଶୁ ଶିଷ୍ୟମାନଙ୍କୁ ନବୁଝି ପାରିବା ନିମନ୍ତେ ଏକ ରୁପକ ମାଧ୍ୟମରେ କହୁଛନ୍ତି I ଯୀଶୁ ଫାରୁଶୀ ଓ ହେରୋଦଙ୍କ ଶିକ୍ଷାଗୁଡିକୁ ଖମୀର ସହିତ ତୁଳନା କରିଛନ୍ତି, କିନ୍ତୁ ଯେତେବେଳେ ତୁମେ ଅନୁବାଦ କରିବ ଏହାକୁ ବର୍ଣ୍ଣନା କରିବା ଉଚିତ ନୁହେଁ କାରଣ ଏହାକୁ ଶିଷ୍ୟମାନେ ମଧ୍ୟ ବୁଝି ପାରିଲେ ନାହିଁ I (ଦେଖ: rc://*/ta/man/translate/figs-metaphor)