or_tn/mrk/08/14.md

1.4 KiB

Connecting Statement:

ଯେତେବେଳେ ଯୀଶୁ ଓ ଶିଷ୍ୟମାନେ ନୌକାରେ ଥିଲେ, ଫାରୁଶୀ ଓ ହେରୋଦଙ୍କର ଅଳ୍ପ ବିଶ୍ବାସ ସମ୍ବନ୍ଧରେ ସେମାନଙ୍କର ଗୋଟିଏ ଆଲୋଚନା ହେଲା ଯଦିଓ ସେମାନେ ଅନେକ ଚିହ୍ନ ଦେଖି ସାରିଲେଣି I

Now

ଏହି ଶବ୍ଦଟି ମୁଖ୍ୟ କାହାଣୀର ବିରତି ସ୍ବରୁପେ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ଲେଖକ ଶିଷ୍ୟମାନେ ରୋଟୀ ନେବା ନିମନ୍ତେ ଭୁଲି ଯାଇଥିବା ସମ୍ବନ୍ଧରେ ପ୍ରାକ ତଥ୍ୟ ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

no more than one loaf

ନାସ୍ତିକ ବାଚକ ବାକ୍ୟାଂଶ “ଆଉ ନାହିଁ” କେତେ ଅଳ୍ପ ରୋଟୀ ସେମାନଙ୍କର ଥିଲା ତାହାକୁ ଗୁରୁତ୍ବ ଦେବା ନିମନ୍ତେ ବ୍ୟବହୃତ ହୋଇଅଛି I ଅନ୍ୟଏକ ଅନୁବାଦରେ: “କେବଳ ଖଣ୍ଡିଏ ରୋଟୀ” (ଦେଖ: rc://*/ta/man/translate/figs-litotes)