or_tn/mrk/08/13.md

904 B

he left them, got into a boat again

ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଗଲେ I କିଛି ତଥ୍ୟକୁ ଅନ୍ତର୍ହିତ କରିବା ଆବଶ୍ୟକ I ଅନ୍ୟଏକ ଅନୁବାଦରେ: “ସେ ସେମାନଙ୍କୁ ଛାଡି, ପୁନର୍ବାର ନୌକାରେ ଚଢି ଶିଷ୍ୟମାନଙ୍କ ସହିତ ଆର ପାରିକି ବାହାରି ଗଲେ” (ଦେଖ: rc://*/ta/man/translate/figs-explicit)

to the other side

ଏହା ଗାଲିଲି ସମୁଦ୍ରକୁ ବର୍ଣ୍ଣନା କରେ, ଯାହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିହେବ I ଅନ୍ୟଏକ ଅନୁବାଦରେ: “ସମୁଦ୍ରର ଆର ପାରିକି” (ଦେଖ: rc://*/ta/man/translate/figs-explicit)