or_tn/mrk/08/11.md

2.0 KiB
Raw Permalink Blame History

Connecting Statement:

ଦଲାମନୁଥାରେ, ସେ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ବିଦାୟ ନେବା ପୁର୍ବରୁ ଯୀଶୁ ଫାରୁଶୀମାନଙ୍କୁ ଚିହ୍ନ ଦେବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I

They sought from him

ସେମାନେ ତାହାଙ୍କୁ ପଚାରିଲେ

a sign from heaven

ଯେପରି ଯୀଶୁଙ୍କ କ୍ଷମତା ଓ ଅଧିକାର ଈଶ୍ବରଙ୍କଠାରୁ କି ନୁହେଁ ପରୀକ୍ଷା କରିବା ନିମନ୍ତେ ସେମାନେ ଚିହ୍ନ ଚାହୁଁଥିଲେ I ସାମ୍ଭାବିତ ଅର୍ଥଗୁଡିକ ୧) “ସ୍ବର୍ଗ” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ଚିହ୍ନ” କିମ୍ବା ) “ସ୍ବର୍ଗ” ଶବ୍ଦ ଆକାଶମଣ୍ଡଳକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆକାଶରୁ ଗୋଟିଏ ଚିହ୍ନ” (ଦେଖ: rc://*/ta/man/translate/figs-metonymy)

to test him

ଫାରୁଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ I କିଛି ତଥ୍ୟକୁ ଅନ୍ତର୍ହିତ କରି ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପ୍ରମାଣ କରିବା ପାଇଁ ଯେ ତାହାଙ୍କୁ ଈଶ୍ବର ପ୍ରେରଣ କରିଛନ୍ତି” (ଦେଖ: rc://*/ta/man/translate/figs-explicit)