or_tn/mrk/07/intro.md

2.3 KiB

ମାର୍କ ୦୭ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୭ :୬-୭ ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ଗୁଡିକ ପୁରାତନ ନିୟମର ଶବ୍ଦଗୁଡିକ ଅଟନ୍ତି

ଏହି ଅଧ୍ୟାୟରେ ବିଶେଷ ଧାରଣା

ହାତ ଧୋଇଵ

ଫାରୁଶୀମାନେ ମଇଳା ହୋଇନଥିବା ବିଷୟକୁ ଅନେକ ଥର ପ୍ରକ୍ଷାଳନ କରନ୍ତି ସେମାନେ କରିବାକୁ ଚେଷ୍ଟା କରନ୍ତି କାରଣ ଈଶ୍ବର ସେମାନଙ୍କୁ ଉତ୍ତମ ବୋଲି ଭାବନ୍ତି I ସେମାନେ ଭୋଜନ କରିବା ପୁର୍ବରୁ ହାତ ଧୁଅନ୍ତି, ଏପରିକି ସେମାନଙ୍କର ହାତ ମଇଳା ହୋଇ ନଥିଲେ ସୁଦ୍ଧା, ଏବଂ ଏପରିକି ମୋଶାଙ୍କ ବ୍ୟବସ୍ଥାରେ ଏପରି ନଥିଲେ ସୁଦ୍ଧା ସେମାନେ ଏହା କରନ୍ତି I ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଭୁଲ କରୁଛନ୍ତି ଓ ଲୋକମାନଙ୍କ ଉତ୍ତମ ଭାବନା ଓ ସଠିକ ବିଷୟ କରିବା ଦ୍ବାରା ଈଶ୍ବର ସନ୍ତୁଷ୍ଟ ହୁଅନ୍ତି I (ଦେଖ: [[rc:///tw/dict/bible/kt/lawofmoses]] ଓ [[rc:///tw/dict/bible/kt/clean]])

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

“ଇପ୍ ପଥଃ”

ଏହା ଏକ ଆରାମିକ ଶବ୍ଦ ଅଟେ I ମାର୍କ ଗ୍ରୀକ ଭାଷାର ଉଚ୍ଚାରଣ ଏପରି ଲେଖିଲେ ଓ ପରେ ଏହାର ଅର୍ଥ ବର୍ଣ୍ଣନା କଲେ I (ଦେଖ: rc://*/ta/man/translate/translate-transliterate)