or_tn/mrk/07/37.md

778 B

were extremely astonished

ସେମାନେ ଆଶ୍ଚର୍ଯ୍ୟାନ୍ବିତ ହେଲେ କିମ୍ବା “ସେମାନେ ଅତ୍ୟଧିକ ଆଚମ୍ବିତ ହେଲେ” କିମ୍ବା “ସମସ୍ତଠାରୁ ଅଧିକ ଆଶ୍ଚର୍ଯ୍ୟାନ୍ବିତ ହେଲେ”

the deaf ... the mute

ସେଗୁଡିକ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବଧିର ଲୋକ ... ମୁକ ଲୋକ” କିମ୍ବା “ଲୋକମାନେ ଶୁଣି ପାରନ୍ତି ନାହିଁ ... ଯେଉଁ ଲୋକମାନେ କଥା କହି ପାରନ୍ତି ନାହିଁ” (ଦେଖ: rc://*/ta/man/translate/figs-metonymy)