or_tn/mrk/07/19.md

2.9 KiB

Connecting Statement:

ଯୀଶୁ ପ୍ରଶ୍ନ କରିବା ସମାପ୍ତ କରୁଛନ୍ତି ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରୁଛନ୍ତି I

because ... latrine?

ଏହା ପ୍ରଶ୍ନର ସମାପ୍ତି ଅଟେ ଯାହା ୧୮ ପଦରେ,“ତୁମେ କ’ଣ ଦେଖୁ ନାହଁ” ଶବ୍ଦ ସହିତ ଆରମ୍ଭ ହୋଇଥିଲା I ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ତାହାଙ୍କ ଶିଷ୍ୟମାନଙ୍କୁ କିଛି ଶିକ୍ଷା ଦେଲେ ଯାହା ସେମାନେ ଆଗରୁ ଜାଣିଥିଲେ I ଏହାକୁ ଏକ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I “ତୁମ୍ଭେମାନେ ନିଶ୍ଚିତ ବୁଝିଥିବା ଯାହା ମନୁଷ୍ୟ ଭିତରକୁ ପ୍ରବେଷ କରେ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ବାହ୍ୟ ସ୍ଥାନରେ ବହିର୍ଗତ ହୁଏ I” (ଦେଖ: rc://*/ta/man/translate/figs-rquestion)

it cannot go into his heart

ଏଠାରେ “ହୃଦୟ” ବ୍ୟକ୍ତିର ଆନ୍ତରିକ ପୁରୁଷ ବା ମନର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏଠାରେ ଯୀଶୁଙ୍କ କହିବାର ଅର୍ଥ ଯେ ଖାଦ୍ୟ ମନୁଷ୍ୟର ଚରିତ୍ରରେ ପ୍ରଭାବ ପକାଏ ନାହିଁ I ଅନ୍ୟଏକ ଅନୁବାଦରେ: “ଏହା ହୃଦୟରେ ପ୍ରବେଶ କରେ ନାହିଁ” କିମ୍ବା “ଏହା ତାହାର ମନ ଭିତରକୁ ଯାଏ ନାହିଁ” (ଦେଖ: rc://*/ta/man/translate/figs-metonymy)

because it

ଏଠାରେ “ଏହା” ଯାହା ମନୁଷ୍ୟ ଭିତରକୁ ପ୍ରବେଶ କରେ ତାହାକୁ ବୁଝାଏ; ଯାହା ମନୁଷ୍ୟ ଭୋଜନ କରେ I

all foods clean

ଏହା ଏହି ବାକ୍ୟାଂଶର ଅର୍ଥ କ’ଣ ହୋଇପାରେ ତାହା ସ୍ପଷ୍ଟ ଭବାରେ ବର୍ଣ୍ଣନା କରିବାରେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତ ଖାଦ୍ୟ ପରିଷ୍କୃତ, ଅର୍ଥାତ ଈଶ୍ବର ଯେପର୍ଯ୍ୟନ୍ତ ଖାଦକଙ୍କୁ ଅଶୁଚି କରି ନାହାନ୍ତି ତାହାକୁ ଲୋକମାନେ ଖାଦ୍ୟ ଭାବରେ ଭୋଜନ କରନ୍ତି” (ଦେଖ: rc://*/ta/man/translate/figs-explicit)