or_tn/mrk/07/15.md

1.2 KiB

nothing from outside of a person

ଯୀଶୁ ଜଣେ ବ୍ୟକ୍ତି କ’ଣ ଖାଏ ସେହି ବିଷୟରେ କହୁଛନ୍ତି I ଏହା ବିପରିତ ଅର୍ଥବୋଧକ “ଯାହା ମନୁଷ୍ୟଠାରୁ ବାହାରେ I” ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ବାହାରେ ଆଉ ଏପରି ବିଷୟ ନାହିଁ ଯାହାକି ତାହା ଭିତରକୁ ପ୍ରବେଶ କରିପାରେ” (ଦେଖ: rc://*/ta/man/translate/figs-explicit)

It is what comes out of the person

ଏହା ମନୁଷ୍ୟ ଯାହା କରେ କିମ୍ବା କହେ ତାହାକୁ ବୁଝାଏ I ଏହା ଏକ ବିପରିତ ଅର୍ଥବୋଧକ ଶବ୍ଦ “ମନୁଷ୍ୟଠାରୁ ଯାହା ବାହାରେ ତାହା ଭିତରକୁ ପ୍ରବେଶ କରେ I” ଅନ୍ୟଏକ ଅନୁବାଦରେ: “ଏହା ଯାହା ଯାହା ମନୁଷ୍ୟଠାରୁ ବାହାରେ ବା ସେ କହେ କିମ୍ବା କରେ” (ଦେଖ: rc://*/ta/man/translate/figs-explicit)